Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ହତ୍ୟା ଘଟଣାର ତଦନ୍ତ କରିବାକୁ ଯାଇ ସଦରଥାନା ଅଧିକାରୀଙ୍କ ସମେତ ୩ ଜଣ ଅଟକ

21/06/2018 at 10:39 PM

ଫୁଲବାଣୀ ସଦର ପୋଲିସ ଏକ ସନ୍ଦେହଜନକ ମୃତ୍ୟୁ ମାମଲାର ତଦନ୍ତ କରିବାକୁ କନ୍ଧମାଳ ସଦର ଥାନା ଅନ୍ତର୍ଗତ କରେଡି ପଞ୍ଚାୟତର ଡାଙ୍ଗୁଲୁ ଗ୍ରାମକୁ ଯାଇଥିବା ବଳେ ଉତ୍ୟକ୍ତ ଗ୍ରାମବାସୀ ଫୁଲବାଣୀ ସଦର ଥାନା ଅଧତ୍କାରୀ ରାଧାକା ସାହୁଙ୍କ ସମେତ ୩ଜଣ ପୋଲିସ କର୍ମଚାରୀଙ୍କୁ ଗ୍ରାମର ମଣ୍ଡପ ଘରେ ଅଟକ ରଖଥିଲେ। ଦିନ ୧୦ଟାରୁ ୨ଟା ଯାଏଁ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ଥିଲେ ପୋଲିସ କର୍ମଚାରୀ ମାନେ। ପରେ ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଅଟକ ପୋଲିସ କର୍ମଚାରୀଙ୍କୁ ଛାଡିଥିଲେ ଗ୍ରାମବାସୀ।

   Related Posts