ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀର ମୃତ୍ୟୁ
29/07/2018 at 12:17 AM

ସ୍ୱାମୀ-ସ୍ତ୍ରୀ ମଧରେ ଝଗଡ଼ ସାଧସାରଣ କଥା। ହଲେ ଏହି ଝଗଡ଼। ଦୀର୍ଘଦିନ ରହିଲେ ତାହା ସମସ୍ୟା ସୃଷ୍ଟିକରେ। ପ୍ରେମ କରି ବିବାହ କରିଥିବା ଜଣେ ସ୍ବାମୀ ଦୀର୍ଘ ୮ବର୍ଷ ପରେ ତାର ସ୍ତ୍ରୀକୁ ପିଟି ମାରିଦେବା ସମସ୍ତଙ୍କୁ ଚକିତ କରଛି। ହଲେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି ବାଲେଶ୍ବର ସଦରଥାନା ଅ’ର୍ଗତ ଉଡ଼ଙ୍ଗି ଗ୍ରାମରେ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021