Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ମହେନ୍ଦ୍ରତନୟାରେ ଭାସିଗଲେ ଯୁବକ : ଦିନକ ପରେ ମିଳିଲା ମୃତଦେହ
  • ||

ସ୍ୱାମୀର କୁରାଢ଼ୀ ଚୋଟରେ ସ୍ତ୍ରୀର ମୃତ୍ୟୁ

29/07/2018 at 12:17 AM

ସ୍ୱାମୀ-ସ୍ତ୍ରୀ ମଧରେ ଝଗଡ଼ ସାଧସାରଣ କଥା। ହଲେ ଏହି ଝଗଡ଼। ଦୀର୍ଘଦିନ ରହିଲେ ତାହା ସମସ୍ୟା ସୃଷ୍ଟିକରେ। ପ୍ରେମ କରି ବିବାହ କରିଥିବା ଜଣେ ସ୍ବାମୀ ଦୀର୍ଘ ୮ବର୍ଷ ପରେ ତାର ସ୍ତ୍ରୀକୁ ପିଟି ମାରିଦେବା ସମସ୍ତଙ୍କୁ ଚକିତ କରଛି। ହଲେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି ବାଲେଶ୍ବର ସଦରଥାନା ଅ’ର୍ଗତ ଉଡ଼ଙ୍ଗି ଗ୍ରାମରେ।

   Related Posts