Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସ୍ମାର୍ଟସିଟି ଭୁବନେଶ୍ୱରରୁ ଅଟୋ ହଟାଇବାକୁ ବିରୋଧ, ଅଲ ଓଡିଶା ଅଟୋ ଏବଂ ଟାକ୍ସି ମାହାସଂଘର ବିରୋଧ

11/07/2018 at 11:01 PM

ସ୍ମାର୍ଟସିଟି ଭୁବନେଶ୍ୱରରୁ ଅଟୋ ହଟାଇବା ଘଟଣା ନିଷ୍ପତିକୁ ବିରୋଧ ଆରମ୍ଭ ହୋଇଛି। ଅଲ ଓଡିଶା ଅଟୋ ଏବଂ ଟାକ୍ସି ମାହାସଂଘ ଏହାକୁ ବିରୋଧ କରିଛି। ଆସନ୍ତା ୧୩ ତାରିଖରେ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ଏଗଜୁକୁଟିଭ ମିଟିଂ ହେବ। ଯେଉଁ ଥିରେ ରାଜ୍ୟବ୍ୟାପି ସବୁ ଜିଲାର କର୍ମକର୍ତ୍ତା ଯୋଗ ଦେବେ। ମୁଖ୍ୟତଃ ଭୁବନେଶ୍ୱର ଅଟୋ ହଟାଇବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟ ସରକାର କେଉଁ ଆଧାରରେ ଏହି ନିଷ୍ପତ୍ତି ନେଲେ ତାକୁ ନେଇ ମହାସଂଘ ପ୍ରଶ୍ନ କରିଛି। ସରକାର ଏ ନିଷ୍ପତ୍ତିରୁ ନ ଓହରିଲେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମହାସଂଘ ଚେତବନୀ ଦେଇଛି।

   Related Posts