Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସ୍ତ୍ରୀର ମାନ୍ୟତା ଦାବି କରି ମହିଳାଙ୍କ ପ୍ରେମିକ ଘର ଆଗରେ ଧାରଣା

21/06/2018 at 11:57 PM

ସ୍ତ୍ରୀର ମାନ୍ୟତା ଦାବି କରି ମହିଳାଙ୍କ ପ୍ରେମିକ ଘର ଆଗରେ ଧାରଣାରେ ବସିଲେ…ଚୌଦ୍ୱାର ଥାନା ଶାଳଗାଁ ପଞ୍ଚୟତ ବରାହୀପାଟଣା ଗ୍ରାମରେ ପ୍ରେମିକ କେସବ ସାହୁଙ୍କ ଘର ଆଗରେ ବସିଛି ପ୍ରେମିକା ସୁକାନ୍ତି ମହାନ୍ତି। ବିବାହର ପ୍ରତିଶୁତୀ ଦେଇ କେଶବ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ସେ ଗର୍ଭବତୀ ହେବାରୁ ତାଙ୍କର ଗର୍ଭ ମଧ୍ୟ ଭଙ୍ଗାଇ ଦେଇଥିଲେ। ପରେ ଚୌଦ୍ୱାର ବୌଦ୍ଧ ପୀଠରେ କେଶବ ସୁକାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ଚାଲିଥିଲେ। ବାର୍ତ୍ତମାନ କିନ୍ତୁ କେଶବ ଆଉ ଧରାଛୁଆଁ ଦେଉନାହାନ୍ତି। ଘରକୁ ନେବାକୁ ରାଜି ହେଉନଥିବାରୁ ସେ ବାଧ୍ୟ ହୋଈ ତାଙ୍କ ଘର ଆଗରେ ବସିଛନ୍ତି। ଏଥି ପୂର୍ବରୁ ସୁକାନ୍ତିଙ୍କ ବିବାହ 6ବର୍ଷ ତଳେ ଅନ୍ୟ ଜଣେ ଜୁବକଙ୍କ ସହ ହୋଇଥିଲା। ସେମାନଙ୍କ ର ଗୋଟିଏ ଝିଅ ମଧ୍ୟ ରହିଛି। କେଶବ ତାଙ୍କୁ ସ୍ତ୍ରୀର ମନ୍ୟତା ଦେଇ ଘରକୁ ନନେଲେ ସେ ଆତ୍ମହତ୍ୟା କରିଵେ ବୋଲି ଚେତାବନି ଦେଇଛନ୍ତି।

   Related Posts