Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୈତାନର ପ୍ରତିଶୋଧ !

31/07/2018 at 10:03 PM

ଟଙ୍କା ପାଇଁ ହିଁ ନରକୀୟ କାଣ୍ଡ ଘଟାଇଛି ଧର୍ମଛଡ଼ା ଧରମ ପୁଅ । ଭଦ୍ରକ ତାଳସିଠା ଗାଁ ଡବଲ୍ ମର୍ଡର୍ ଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ପୋଲିସ୍ ଜାଲରେ ପଡ଼ିବା ପରେ ବଦଲା ବାହାନା ଦେଖାଇଛି । ସାହି ପଡ଼ିଶା କିମ୍ବା ପୋଲିସ୍, ତାର ଭର୍ସନକୁ ଗ୍ରହଣ କରୁନଥିବା ବେଳେ ଦୁର୍ବୃତ୍ତ ଦ୍ବାରା ଠାବ ହୋଇଛି ରବିବାର ସନ୍ଧ୍ୟାରୁ ନିଖୋଜ ଥିବା ରବୀନ୍ଦ୍ର ବେହୁରିଆଙ୍କ ମୃତଦେହ ।

   Related Posts