ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ସୋର ରେଲଓ୍ବେ ଷ୍ଟେସନରେ ଟ୍ରେନରେ କଟି ଅଚିହ୍ନା ମହିଳାଙ୍କ ମୃତ୍ୟୁ

20/09/2018 at 2:12 PM

ବାଲେଶ୍ବର ୨୦/୯:ବାଲେଶ୍ବର ଜିଲ୍ଲା ସୋର ରେଲଓ୍ବେ ଷ୍ଟେସନରେ ଟ୍ରେନରେ କଟି ଅଚିହ୍ନା ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାରୁ ଜଣାଯାଇଛି ବିଳମ୍ବିତ ରାତିରେ ମହିଳା ଜଣକ ୨ନଂ ପ୍ଲାଟଫର୍ମରୁ ୧ନଂ ପ୍ଲାଟଫର୍ମ ଟ୍ରାକ ରାସ୍ତାରେ ପାରିହେଉଥିବା ବେଳେ ଭଦ୍ରକ ଆଡୁ ଆସୁଥବା ମାଲବାହୀ ଟ୍ରେନରେ କଟି ମୃତ୍ୟୁ ଘଟିଛି । ମହିଳା ଜଣଙ୍କର ପରିଚୟ ମିଳି ନଥିବାବେଳେ ସୋରର ରେଲଓ୍ବେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।

   Related Posts