ସୋର ରେଲଓ୍ବେ ଷ୍ଟେସନରେ ଟ୍ରେନରେ କଟି ଅଚିହ୍ନା ମହିଳାଙ୍କ ମୃତ୍ୟୁ
20/09/2018 at 2:12 PM

ବାଲେଶ୍ବର ୨୦/୯:ବାଲେଶ୍ବର ଜିଲ୍ଲା ସୋର ରେଲଓ୍ବେ ଷ୍ଟେସନରେ ଟ୍ରେନରେ କଟି ଅଚିହ୍ନା ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାରୁ ଜଣାଯାଇଛି ବିଳମ୍ବିତ ରାତିରେ ମହିଳା ଜଣକ ୨ନଂ ପ୍ଲାଟଫର୍ମରୁ ୧ନଂ ପ୍ଲାଟଫର୍ମ ଟ୍ରାକ ରାସ୍ତାରେ ପାରିହେଉଥିବା ବେଳେ ଭଦ୍ରକ ଆଡୁ ଆସୁଥବା ମାଲବାହୀ ଟ୍ରେନରେ କଟି ମୃତ୍ୟୁ ଘଟିଛି । ମହିଳା ଜଣଙ୍କର ପରିଚୟ ମିଳି ନଥିବାବେଳେ ସୋରର ରେଲଓ୍ବେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
Related Posts
କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?
19 May 2022