Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସେତୁରୁ ସମ୍ପର୍କ ଗୁରୁପ୍ରିୟା : Special Report (26.07.2018)

26/07/2018 at 5:12 PM

ଲୋକାର୍ପିତ ହେଲା ସମ୍ପର୍କର ସେତୁ ଗୁରୁପ୍ରିୟା । କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଛନ୍ତି । ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୭ଟି ପଞ୍ଚାୟତର ୧୫୧ଟି ଗାଁ ଲୋକଙ୍କ ପାଇଁ ଏହି ସେତୁ ଲାଇଫ୍ ଲାଇନ୍ ଭାବେ କାମ କରିବ । ପ୍ରାୟ ୩୦ ହଜାର ଲୋକ ଜଳବନ୍ଦୀରୁ ମୁକ୍ତି ପାଇବେ । ଗୁରୁପ୍ରିୟା ସେତୁ ସହ ମାଲକାନଗିରି ଜିଲ୍ଲାସଦର ମହକୁମାରେ ୭ ମହଲା ବିଶିଷ୍ଟ ନୂତଆ ମେଡିକାଲ ଏବଂ ୪୮ଟି ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

   Related Posts