Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଭିରଣମ କଲେଜରେ ଇଣ୍ଡିଆସ୍କିଲ- ଇଷ୍ଟ-୨୦୧୮ ଉଦପାଯିତ

ସିଭିରଣମ କଲେଜରେ ତିନିଦିନ ଧରି ଚାଲିଥିବା ଇଣ୍ଡିଆସ୍କିଲ- ଇଷ୍ଟ-୨୦୧୮ ଉଦପାଯିତ ହେଇଯାଇଛି । ଆସାମ, ବିହାର, ଝାରଖଣ୍ଡ଼, ତ୍ରିପୁରା ସମେତ ଓଡ଼ିଶାରୁ ପ୍ରାୟ ୩୪ ଜଣ ଛାତ୍ରଛାତ୍ର ଅଂଶ ଗ୍ରହଣ କରିଥିଲେ। ବିଶେଷ କରି ରେଷ୍ଟାରାଣ୍ଟ ସର୍ଭିସ, ବେକ୍ରି ଆଦିକୁ ନେଇ ଏହି କାର୍ଯ୍ୟକ୍ରମ ଆୟେଜିତ ହେଇଥିଲା। ଫଳରେ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାର ବିକାଶ ହେଇପାରିବ । ଆଗମୀ ଦିନରେ ଏହା ସେମାନକୁ ଆତ୍ମନିର୍ଭରଶୀଳ କରିବାରେ ବେଶ ସହାୟକ ହେଇପାରିବ ।

   Related Posts