Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମ୍ବାଦିକତା ନାଁରେ ଲୁଟ୍

16/05/2018 at 10:18 PM

ସାମ୍ବାଦିକତା ନାଁରେ ଲୁଟ୍। କେତେବେଳେ ଦାମୀ ଗାଡି ଚୋରି ତ ଆଉ କେତେବେଳେ ସୁନା ଅଳଙ୍କାର ଲୁଟ୍ କରୁଛନ୍ତି କିଛି ନକଲି ସାମ୍ବାଦିକ। ଗତବର୍ଷକ ମଧ୍ୟରେ ବାଦାମବାଡି ପୁଲିସ ହାତରେ ଲାଗିଥିବା ଏହି ଦୁଇ ନକଲି ସାମ୍ବାଦିକଙ୍କଠାରୁ ଜବତ ଦାମୀ ଗାଡି ଓ ସୁନା ଅଳଙ୍କାର ସହ ପୁଲିସ ଜବତ କରିଛି ନକଲି ସାମ୍ବାଦିକଙ୍କ ନକଲି ଆଇ କାର୍ଡ। ହେଲେ ପ୍ରଶାସନ ସବୁ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ତାଲିକା ପ୍ରସ୍ତୁତ କଲେ ଏଭଳି ଘଟଣା ରୋକାଯାଇ ପାରିବ ବୋଲି ମତ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ।

Leave a Reply

   Related Posts