Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାମାଜିକ ବାସନ୍ଦ ପରେ ବୃଦ୍ଧ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ

21/07/2018 at 12:19 AM

ସାମାଜିକ ବାସନ୍ଦ ପରେ ବୃଦ୍ଧ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହେଲେ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ମାନ୍ତପୁର ଗାଁର ପ୍ରଭାକର ମିଶ୍ରଙ୍କ ସମ୍ପକ୍ରୀୟଙ୍କ ଶୁଦ୍ଧକ୍ରିୟା ପ୍ରସଙ୍ଗକୁ ନେଇ ଗାଁରେ ଅସହଯୋଗ କରିଥିବା ଅଭିଯୋଗ ହୋଇଛି। କୌଳିକ ବୃତ୍ତି ପୁଜାର୍ଚ୍ଚନାକୁ ନେଇ ବାଦ୍ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

   Related Posts