ସାବତ ମାଆ ଆକ୍ରମଣରେ ପୁଅ ଓ ବୋହୂ ଗୁରୁତର
3/08/2018 at 8:15 AM

ସାବତ ମାଆ ଓ ପୁଅର ଆକ୍ରମଣରେ ବଡ ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି । ଭଦ୍ରକ ଭଣ୍ଡାରିପୋଖରୀ ଥାନା ଦେଓପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ କେନ୍ଦ୍ର କରି କଟୁରୀ ଆକ୍ରମଣ କରିଥିବା ଜଣାପଡିଛି । ବଡ ପୁଅ ସନ୍ତୋଷ ବେହେରା ଓ ବୋହୂ ଉର୍ମିଳା ବେହେରା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021