ସାତକୋଶିଆ ଅଭୟାରଣ୍ୟକୁ ଆସିଲା ମହାବଳ ବାଘ
22/06/2018 at 12:50 AM

ସାତକୋଶିଆ ଅଭୟାରଣ୍ୟକୁ ଆସିଲା ମହାବଳ ବାଘ । ସ୍ୱତନ୍ତ୍ର ନେଟ୍ ଭିତରେ ବାଘକୁ ଛଡ଼ାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘ ଆସିଥିବାବେଳେ, ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ପାଞ୍ଚଟି ବାଘ ଆସିବାର ଯୋଜନା ରହିଛି।
Prameya News7, News7 Odia, Odisha Latest News, Odisha Current Headlines, Odisha News Online