Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମୁହଁ ଖୋଲିଲେ ଦେବାଶିଷ ମଲ୍ଲିକ

ମୁହଁ ଖୋଲିଲେ ଦେବାଶିଷ ମଲ୍ଲିକ । ସାଂସଦ ବୈଜୟନ୍ତଙ୍କ ପୂର୍ବତନ ରାଜନୈତିକ ସଂଯୋଜକଙ୍କ ପ୍ରେସ୍‌ମିଟ । ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକଙ୍କ ପ୍ରତିକ୍ରିୟା । ‘ସାଂସଦ ଦଳ ବିରୋଧୀ କାମ କରୁଥିଲେ’ । ‘ଆମ ପରାମର୍ଶକୁ ମାନୁ ନ ଥିଲେ’ । ‘ବିଜୁ ବାବୁଙ୍କ ବ୍ୟକ୍ତିତ୍ବ,ଆଦର୍ଶକୁ ଆମେ ସମ୍ମାନ ଦେଉଛୁ’ । ‘ଦଳ ବିରୋଧୀ କାର୍ଯ୍ୟକୁ ଗ୍ରହଣକରି ହେଲାନି’ । ‘ଗତ ୧୨ ବର୍ଷ ଧରି ତାଙ୍କ ସହ ଥିଲି, ଗତକାଲିଠୁ ସମ୍ପର୍କ ତୁଟାଇଛି’ ।

435 Views

   ସମ୍ବନ୍ଧିତ ଖବର