Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ସରକାରୀ ଯୋଜନାରୁ ବଞ୍ଚିତ କୁନ ଜେନା ଓ ତାଙ୍କ ପରିବାର

12/06/2018 at 10:56 PM

ଯାଜପୁର ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଗତ ପାଟରଙ୍ଗା ଗ୍ରାମ ପଞ୍ଚାୟତର ପାଟରଙ୍ଗା ଗ୍ରାମରେ ରୁହନ୍ତି କୁନ ଜେନା ଓ ତାଙ୍କର ପରିବାର । ସରକାରଙ୍କ ସମସ୍ତ ଯୋଜନା ଏମାନଙ୍କ ପାଖରେ ଅପହଁଞ୍ଚ। ଘର ଖଣ୍ଡିଏ ସଜାଡି ନପାରି ନାହିଁ ନଥିବା ଅସୁବିଧାର ଜୀବନ ଅତିବାହିତ କରୁଛନ୍ତି। ସ୍ବାଧିନତାର ଦୀର୍ଘ ୭ ଦଶନ୍ଦି ପରେ ମଧ୍ୟ ଏ ସର୍ବନିମ୍ନ ଅଧିକାର ଏମାନଙ୍କୁ ଯୋଗାଇ ଦିଆଯାଇନାହିଁ । ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଫିସ ଦୈଡି ଦୈଡି ନୟାନ୍ତ ହେଲେଣି ଏହି ବ୍ୟକ୍ତି ।

   Related Posts