Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସରକାରୀ ବସରୁ ୬୦ରୁ ଉର୍ଦ୍ଧ୍ବ ବସ୍ତା ଗୁଟଖା ଜବତ

22/01/2019 at 1:07 PM

ଗଞ୍ଜାମ ୨୨/୧: ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବା ବସରୁ ୬୦ରୁ ଉର୍ଦ୍ଧ୍ବ ବସ୍ତା ଗୁଟ୍‌ଖା ଜବତ କରାଯାଇଛି। ବାଣିଜ୍ୟକର ବିଭାଗ ସରକାରୀ ବସରୁ ଏହିସବୁ ବସ୍ତା ଜବତ କରିଛି। ଗୁଟଖା ଆସୁଥିବା ବସର ନମ୍ବର ହେଉଛି  ନଂ- OD-02-H-2171। ବାଣିଜ୍ୟକର ବିଭାଗ ବସକୁ  ଜବତ କରି ତଦନ୍ତ ଚଳାଇଛି ।ସୂଚନାଯୋଗ୍ୟ ଯେ ଗୁଟଖା ବିକ୍ରି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ସେହିଭଳି ଯାତ୍ରୀବାହୀ ବସରେ ମାଲ ପରିବହନ ମଧ୍ୟ ବେଆଇନ ।

   Related Posts