ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ସମବାୟ ସମିତିରେ ମହାଦୁର୍ନିତୀ
1/06/2018 at 9:29 PM

ରେଙ୍ଗାଲି ସମବାୟ ସମିତି ମହାଦୁର୍ନିତୀର ଚେର କେବଳ ସମବାୟ ସମିତି ମଧ୍ୟରେ ରହିନାହିଁ। ଏହି ଚେର, ରେଙ୍ଗାଲି ସମବାୟ ବ୍ୟାଙ୍କ ଓ ସମବାୟ ସହକାରୀ ରେଜିଷ୍ଟ୍ରାରଙ୍କ ପର୍ଯ୍ୟନ୍ତ ପହଞ୍ଚିଥିବା ସ୍ପଷ୍ଟ ହୋଇଛି। ନ୍ୟୁଜ୍ ସେଭେନ୍ରେ ଗତକାଲି ଏ ସଂପର୍କିତ ଖବର ପ୍ରସାରଣ ହେବାପରେ, ଆଜି ବିଭିନ୍ନ ମହଲରେ, ଏହି ମହାଦୁର୍ନିତୀରେ ସାମିଲ୍ ଥିବା ବଡମାଛ ମାନଙ୍କୁ ଗିରଫ କରିବାକୁ ଦାବି ଉଠିଛି। ହେଲେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ,ଏହି ପୁରା ମାମଲାର ସ୍ପେଷାଲ୍ ଅଡିଟ୍ ସହ ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ଜଣାପଡିଛି।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021