Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ୱଲପୁରରେ ମହାନଦୀ ମହାଆଳତୀ

17/05/2018 at 9:35 PM

ଗତ କାଲି ମହାନଦୀ ସୁରକ୍ଷା ଅଭିଯାନ ଝାରସୁଗୁଡ଼ା ଓ ବରଗଡରୁ ଆସି ସମ୍ୱଲପୁରରେ ପହଞ୍ଚିଛି । ଉଭୟ ଦଳ ପହଞ୍ଚିବା ପରେ ଅଯୋଧ୍ୟା ସରୋବର ଘାଟରେ ମହାନଦୀ ମହାଆଳତୀ କରାଯିବ । ଏହି ଅବସରରେ ବିଜେଡିର ତୁଙ୍ଗ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

   Related Posts