ସମ୍ୱଲପୁରରେ ଅଣାୟତ ହେଉଛି ଜଣ୍ଡିସ
18/04/2018 at 2:27 AM

ସମ୍ୱଲପୁରରେ ଅଣାୟତ ହେଉଛି ଜଣ୍ଡିସ । ସରକାରି ଭାବେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ବେସରକାରୀ ଭାବେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଅଧିକ । ରୋଗ ନିୟନ୍ତ୍ରଣ ପାଇଁ ପ୍ରସାସନର ନାହିଁ ପଦକ୍ଷେପ ।