Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ୱଲପୁରରେ ଅଣାୟତ ହେଉଛି ଜଣ୍ଡିସ

ସମ୍ୱଲପୁରରେ ଅଣାୟତ ହେଉଛି ଜଣ୍ଡିସ । ସରକାରି ଭାବେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ବେସରକାରୀ ଭାବେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଅଧିକ । ରୋଗ ନିୟନ୍ତ୍ରଣ ପାଇଁ ପ୍ରସାସନର ନାହିଁ ପଦକ୍ଷେପ ।

369 Views

   ସମ୍ବନ୍ଧିତ ଖବର