Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ସମ୍ବଲପୁର ସମେତ ପଶ୍ଚିମଓଡିଶାରେ ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି

7/07/2018 at 11:44 PM

ସମ୍ବଲପୁର ସମେତ ପଶ୍ଚିମଓଡିଶାରେ ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ଜୋର୍ ଧରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ସ୍ଥାଣୁ ମନୋଭାବ ପ୍ରଦର୍ଶନ କରୁଥିବାରୁ, ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ ପଶ୍ଚିମଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓକିଲ ସମୂହ ଏହାର ଦୃଢ ପ୍ରତିବାଦ କରିଛି। ଆଜି ଓକିଲମାନେ ଏକ କଳାପତକା ପଟୁଆରରେ ଯାଇ ଅର୍ଥମନ୍ତ୍ରୀଙ୍କୁ ବିରୋଧ କରୁଥିବା ବେଳେ, ପୋଲିସ୍ ସହ ସେମାନଙ୍କ ମୁହାଁମୁହିଁ ହୋଇଛି। ଏହି ଆନ୍ଦୋଳନ ଆସନ୍ତାଦିନରେ ସାରା ପଶ୍ଚିମଓଡିଶାକୁ ବ୍ୟାପିବ ବୋଲି ଓକିଲମାନେ କହିଛନ୍ତି।

   Related Posts