Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ସମ୍ବଲପୁର ମାଛରେ ଫର୍ମାଲିନ୍

19/07/2018 at 10:50 PM

ଭୁବନେଶ୍ବର ଏବଂ କଟକରୁ ସଂଗୃହୀତ ମାଛ ନମୁନାରୁ ଫର୍ମାଲିନ ନେଗେଟିଭ୍ ରିପୋର୍ଟ ଆସିବା ପରେ ଲୋକେ ମଧୁର ମାଛ ଖାଇପାରିବେ ବୋଲି ବିଭାଗୀୟ ସଚିବ ସୂଚନା ଦେଇଥିଲେ । ହେଲେ ଏହାର ଦିନକ ପରେ ସମ୍ବଲପୁର ଫର୍ମାଲିନ୍ ଯୁକ୍ତ ମାଛ ବିକ୍ରି ହେଉଥିବା ପ୍ରମାଣ ମିଳିଛି। ଆନ୍ଧ୍ରମାଛକୁ ସ୍ବତନ୍ତ୍ର କିଟ୍ ମାଧ୍ୟମରେ ଯାଞ୍ଚ କରିବା ପରେଏହା ସ୍ପଷ୍ଟ ହୋଇଛି। ଅଧିକ ପରୀକ୍ଷା ପାଇଁ ଭୁବନେଶ୍ବର ଫୋରେନ୍ସିକ ଲାବୋରେଟୋରୀକୁ ନମୁନା ପଠାଯାଇଛି। ଏଣେ ପୁଣି ଥରେ ଗ୍ରାହକଙ୍କ ଭିତରେ ଆତଙ୍କ ଖେଳି ଯାଇଛି ।

   Related Posts