Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ, ସଖୀ ବା ୱାନ୍ ଷ୍ଟପ୍ ସେଣ୍ଟର ଉଦ୍ଦଘାଟିତ

29/06/2018 at 10:09 PM

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ, ସଖୀ ବା ୱାନ୍ ଷ୍ଟପ୍ ସେଣ୍ଟର ଉଦ୍ଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରର ମୂଳ ଉଦ୍ଦେଶ୍ୟ ହେଉଛି, ସରକାରୀ ଓ ବେସରକାରୀ କ୍ଷେତ୍ରରେ, ପାରିବାରିକ, ଗୋଷ୍ଠିଗତ କିମ୍ବା କର୍ମସ୍ଥଳରେ ହିଂସାରେ ପ୍ରପିଡିତୀ ମହିଳା ମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ। ଏହି କେନ୍ଦ୍ରରେ ଯୌନ୍ୟ ନିର୍ଯ୍ୟାତନା,ସାଇବର କ୍ରାଇମ୍,ଏସିଡ୍ ଆକ୍ରମଣ,ଗୁଣୀଗାରିଡି ଆଦି ଦ୍ବାରା ପୀଡିତା ମହିଳା ମାନଙ୍କୁ, ପୋଲିସ୍, ଆଇନ, ଡାକ୍ତରୀ ଚିକିତ୍ସା ଭଳି ସମସ୍ତ ସୁବିଧା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ରାଜ୍ୟର ଏହି ଦ୍ବିତୀୟ ସଖି କେନ୍ଦ୍ର ଉଦ୍ଦଘାଟନ କରିବା ଅବସରରେ ମହିଳା ଓ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତାଙ୍କ ସହ, ସମ୍ବଲପୁର ବିଧାୟିକା ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ସାମିଲ୍ ଥିଲେ।

   Related Posts