ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ, ସଖୀ ବା ୱାନ୍ ଷ୍ଟପ୍ ସେଣ୍ଟର ଉଦ୍ଦଘାଟିତ
29/06/2018 at 10:09 PM

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ, ସଖୀ ବା ୱାନ୍ ଷ୍ଟପ୍ ସେଣ୍ଟର ଉଦ୍ଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରର ମୂଳ ଉଦ୍ଦେଶ୍ୟ ହେଉଛି, ସରକାରୀ ଓ ବେସରକାରୀ କ୍ଷେତ୍ରରେ, ପାରିବାରିକ, ଗୋଷ୍ଠିଗତ କିମ୍ବା କର୍ମସ୍ଥଳରେ ହିଂସାରେ ପ୍ରପିଡିତୀ ମହିଳା ମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ। ଏହି କେନ୍ଦ୍ରରେ ଯୌନ୍ୟ ନିର୍ଯ୍ୟାତନା,ସାଇବର କ୍ରାଇମ୍,ଏସିଡ୍ ଆକ୍ରମଣ,ଗୁଣୀଗାରିଡି ଆଦି ଦ୍ବାରା ପୀଡିତା ମହିଳା ମାନଙ୍କୁ, ପୋଲିସ୍, ଆଇନ, ଡାକ୍ତରୀ ଚିକିତ୍ସା ଭଳି ସମସ୍ତ ସୁବିଧା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ରାଜ୍ୟର ଏହି ଦ୍ବିତୀୟ ସଖି କେନ୍ଦ୍ର ଉଦ୍ଦଘାଟନ କରିବା ଅବସରରେ ମହିଳା ଓ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତାଙ୍କ ସହ, ସମ୍ବଲପୁର ବିଧାୟିକା ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ସାମିଲ୍ ଥିଲେ।
Related Posts
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021