Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ସମ୍ପତ୍ତି ପାଇଁ ସୈତାନ ପାଲଟିଲା ପୁଅ।

3/05/2018 at 10:04 PM

ସମ୍ପତ୍ତି ପାଇଁ ସୈତାନ ପାଲଟିଲା ପୁଅ। ବଞ୍ଚିଥିବା ମାଆକୁ ମୃତ ଦର୍ଶାଇ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିଦେବା ପରେ ଘର ଡ଼ିହର ସବୁକିଛି ବିକ୍ରୀ କରିଦେଲା ପଡ଼ୋଶୀକୁ। ଏ କଥା ବୃଦ୍ଧା ମା ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି। ଚନ୍ଦନପୁର ପୋଲିସ ଠାରୁ ନିରାଶ ହେବା ପରେ ନ୍ୟାୟ ପାଇଁ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ତୁଳସୀଚଉରା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଆସନ୍ତୁ ଦେଖିବା ନ୍ୟୁଜ୭ର ଏକ୍ସକ୍ଲ୍ୟସିଭ୍ ରିପୋର୍ଟ।

Leave a Reply

   Related Posts