Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ସମୁଦ୍ର କୂଳରୁ ମିଳିଲା ଏହି ଅଦ୍‌ଭୂତ କଇଁଛ, ଦୁଇ ମୁଣ୍ଡ ସହ ରହିଛି ଏହି ବିଶେଷତ୍ତ୍ୱ

2/09/2019 at 5:38 PM

କାଲିଫର୍ଣ୍ଣିଆ – କାଲିଫର୍ଣ୍ଣିଆ ଉପକୂଳରୁ ଏକ ଅଦ୍‌ଭୂତ କଇଁଛ ଶାବକକୁ ଉଦ୍ଧାର କରାଯାଇଛି । ଏହି କଇଁଛ ଶାବକର ଦୁଇଟି ମୁଣ୍ଡ ରହିଛି । ଅନେକ ପ୍ରକୃତି ପ୍ରେମୀ ଓ ପ୍ରାଣୀବିଜ୍ଞାନୀଙ୍କୁ ଏହା ଆଶ୍ଚର୍ଯ୍ୟ କରି ଦେଇଛି ।କେବଳ ଦୁଇଟି ମୁଣ୍ଡ ରହିଥିବା ବେଳେ ୨ଟି ଗୋଡ ରହିଛି । ସାଧାରଣତଃ କଇଁଛମାନଙ୍କର ଚାରୋଟି ଗୋଡ ରହିଥାଏ ।ଏହି କଇଁଛଟି ଅତି ଦୁର୍ଲଭ ବୋଲି କୁହାଯାଇଛି ।


କାଲିଫର୍ଣ୍ଣିଆରେ କଇଁଛ ପ୍ରଜନନ୍ ଓ ସୁରକ୍ଷା କାର୍ଯ୍ୟରେ ଲାଗିଥିବା ଅଧିକାରୀମାନେ ଏହି କଇଁଛ ଶାବକର ଫଟୋ ଉତ୍ତୋଳନ କରିବା ପରେ ଏହାକୁ ସମୁଦ୍ରରେ ଛାଡି ଦେଇଥିଲେ ।

We thought we had seen it all during this very busy season on Sea Turtle Patrol! Yesterday on patrol during a nest…

Sea Turtle Patrol Hilton Head Island ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಬುಧವಾರ, ಆಗಸ್ಟ್ 28, 2019

ଏହି ଫେସ୍‌ବୁକ୍‌ ପୋଷ୍ଟକୁ ୬୦୦୦ରୁ ଅଧିକ ଲୋକ ସେୟାର କରିଥିବା ବେଳେ ଏକ ହଜାର ଲୋକ ମନ୍ତବ୍ୟ ବା କମେଣ୍ଟ ଦେଇଛନ୍ତି ।

   Related Posts