Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ସପ୍ତମଶ୍ରେଣୀ ଛାତ୍ରଙ୍କୁ ୩ଜଣ ଯୁବକ କଲେ ଦୁଷ୍କର୍ମ, ଭିଡ଼ିଓ ଭାଇରାଲ କରିବାକୁ ଦେଲେ ଧମକ

4/01/2019 at 9:10 PM

ଲୁଧିଆନା ୪/୧୨- ଜଣେ ସପ୍ତମଶ୍ରେଣୀ ଛାତ୍ରଂକୁ ଦୁଷ୍କର୍ମ କଲେ ୩ ଯୁବକ । ଦୁଷ୍କର୍ମ ସମୟର  ଅଶ୍ଳୀଳ ଭିଡ଼ିଓ ସୁଟିଂକରି ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଛନ୍ତି।

ଘଟଣା ଘଟିଛି, ପଂଜାବର ଲୁଧିଆନାର କୁମକଲାରେ । ସ୍କୁଲଯିବା ସମୟରେ ୩ଜଣ ଯୁବକ ରାସ୍ତାରୁ ଟେକିନେଇ ୭ମ ଶ୍ରେଣୀ ଛାତ୍ରଂକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆସିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

ଏହି ଛାତ୍ରଙ୍କୁ ଯୁବକମାନେ ଆଗରୁ ମଧ୍ୟ ପିଛା କରୁଥିଲେ । ରାସ୍ତାରେ ଏକା ଏକା ଚାଲିଯାଉଥିବା ସମୟରେ ସେମାନେ ବଳପ୍ରୟୋଗ କରି ଉଠାଇନେଇଥିଲେ । ତା ପରେ ସେମାନେ ନାରକୀୟ ଭାବରେ ୭ମ ଶ୍ରେଣୀ ଛାତ୍ର ସହ ଏହିଭଳି ଲଜ୍ଜାଜନକ ବ୍ୟବହାର କରିଥିଲେ । କିନ୍ତୁ ଛାତ୍ର ଏବାବଦରେ କିଛି ଘରେ କହି ନ ଥିଲେ । ତା ପରଦିନ ସେ ସ୍କୁଲ ଆସିବାକୁ ଭୟ କରିବାରୁ ତା ମାଆ ଏ ବାବଦରେ ପଚାରିବା ପରେ ସବୁ ଘଟଣା ସାମନାକୁ ଆସିଥିଲା ।

ଏହି ଘଟଣାସହ ସଂପୃକ୍ତଥିବା ଯୁବକଙ୍କୁ ପଚାରିବା ପରେ ଓଲଟା ଗାଳିଗୁଲଜ କରିଥିଲେ । ଘଟଣାର ସମାଧାନ ପାଇଁ ଗାଁରେ ନିଶାପ ବସିଥିଲେ ବି ଯୁବକମାନେ ଆସି ନଥିଲେ ।

ପୀଡ଼ିତଙ୍କ ମାଆ ଏହି ଘଟଣା ସଂପର୍କରେ ଥାନାରେ ଜଣାଇବାପରେ  ମାମଲା ରୁଜୁକରିଛି ପୋଲିସ । ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।

   Related Posts