ଷାଠିଏ ପଉଟି ଭୋଗର ଠାକୁର ଉପାସ
18/04/2018 at 2:21 AM

ଷାଠିଏ ପଉଟି ଭୋଗର ଠାକୁର ଉପାସ । ନୀତି ବିଭ୍ରାଟରୁ ଶ୍ରୀମନ୍ଦିରରେ ମହାବିଭ୍ରାଟ । ସେବାୟତ ଓ ପ୍ରଶାସନ କଳିରେ ଫସିଛନ୍ତି କାଳିଆ ସାଆନ୍ତ । ଶ୍ରୀମନ୍ଦିର ଭିତର ଉପବନରେ ପୋତାହେଲା ଅମୁଣିଆ । ଅମୁଣିଆ କ୍ଷତିପୁରଣ ବାବଦକୁ ୫୦ଲକ୍ଷ ଟଙ୍କାର କ୍ଷତିପୁରଣ ଦାବିକରି ସିଂହ ଦୁଆରରେ ଧାରଣାରେ ବସିଥିଲେ ସୁଆର ଏବଂ ମହାସୁଆରର ନିଯୋଗର ସଦସ୍ୟମାନେ ।