Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ମରାମତି ପ୍ରସଙ୍ଗ;ଆଜି ବସିବ ପ୍ରଶାସନ ଓ ନିଯୋଗ ବୈଠକ

10/05/2018 at 5:03 AM

ଶ୍ରୀମନ୍ଦିର ଜୟ ବିଜୟ ଦ୍ବାର ମରାମତି ପ୍ରସଙ୍ଗ । ଆଜି ବସିବ ପ୍ରଶାସନ ଓ ନିଯୋଗ ବୈଠକ । ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ , ବିଭିନ୍ନ ସେବାୟତ, ଓ ମନ୍ଦିର ପ୍ରଶାସନର ପ୍ରଶାସକମାନେ ଏହି ବୈଠକରେ ଉପସ୍ଥିତ ରହିବେ । ଜୟବିଜୟ ଦ୍ବାର ମରାମତି ସମୟରେ ଶ୍ରଦ୍ଧାଳୁମାନେ କିପରି ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିବେ ତାହା ଆଜିର ବୈଠକର ମୂଳ ଉଦ୍ଦେଶ୍ୟ । ଜୟବିଜୟ ଦ୍ବାର ନିକଟରେ ଅସ୍ଥାୟୀ ଲୁହାଖୁଣ୍ଟ ଓ ଭାର ବନ୍ଧାଯିବ । ତେଣୁ  ଏପରି ସ୍ଥଳରେ ଭକ୍ତମାନେ କିପରି ଠାକୁରଙ୍କ ଦର୍ଶନ କରିବେ ତାହା ହିଁ ଆଲୋଚନାରେ ମୁଖ୍ୟ ବିଷୟ ରହିବ ।

Leave a Reply

   Related Posts