Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାଶୁଘର ଯାଇ ପାଲଟିଗଲେ ଯୌନଦାସୀ

10/06/2018 at 12:28 AM

ଶାଶୁ ଘର ଯାଇ ପାଲଟିଗଲେ ଯୌନ ଦାସୀ। ଏମିତି ଏକ ଅଭିଯୋଗ ଆସିଛି ଭୁବନେଶ୍ୱରସ୍ଥିତ ଜଗନ୍ନାଥ ବାହାର ନିବାସୀ ନିରାକର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଏବଂ ତାଙ୍କ ପରିବାର ବିରୋଧରେ। ୮ ବର୍ଷ କାଳ ବନ୍ଦୀ ରଖି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ସ୍ୱାମୀ ଏବଂ ଶାଶୁଘର ଲୋକେ।

Leave a Reply

   Related Posts