Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ
  • ||
  • ସାମାନ୍ୟ ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୭୦୩ କରୋନା ପଜିଟିଭ୍
  • ||

ଲେ।ୟର ପିଏମ୍ ଜିରେ ଧାରଣା ଦେଇଛି କୁଷ୍ଠରେ।ଗୀ ସଙ୍ଗଠନ ସମୂହ ମିଳିତ କ୍ରିୟା ନୁଷ୍ଠା କମିଟି

1/05/2018 at 11:03 PM

ରାଜ୍ୟରେ କୁଷ୍ଠ ରେ।ଗୀ ସେବା ପୁରା ବିପର୍ଯ୍ୟସ୍ତ । ଏମାନଙ୍କ ପାଇଁ ସରକାର କରିଛନ୍ତି ସ୍ବତନ୍ତ୍ର ଯେ।ଜନା । ସେମାନଙ୍କ ଡାକ୍ତରୀ ଖର୍ଚ୍ଚ ପାଇଁ ସରକାର ପକ୍ଷରୁ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ହେଲେ କୁଣ୍ଠ ରେ।ଗୀଙ୍କୁ ସାମାନ୍ୟ ଡ୍ରେସିଂ ପାଇଁ ବି ମିଳୁନି କପଡା ଓ ଔଷଧ । ଏମାନଙ୍କ ରହିବା ଓ ଖାଇବାରେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହେ।ଇଥିଲେ ମଧ୍ୟ ତାହା ବି ଦିଆଯାଉନି । କୁଷ୍ଠ ରେ।ଗୀଙ୍କୁ ଅବହେଳା ପ୍ରତିବାଦରେ ଲେ।ୟର ପିଏମ୍ ଜିରେ ଧାରଣା ଦେଇଛି କୁଷ୍ଠରେ।ଗୀ ସଙ୍ଗଠନ ସମୂହ ମିଳିତ କ୍ରିୟାନୁଷ୍ଠା କମିଟି । କୁଷ୍ଠରେ।ଗୀଙ୍କୁ ଅତିକମରେ ୧୦୦୦ ଟଙ୍କା ଭତ୍ତା ଦେବାକୁ ଦାବି କରିଛି ସଂଗଠନ ।

Leave a Reply

   Related Posts