Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଲଗାଣ ବର୍ଷାରେ ରାଜଧାନୀ ବେହାଲ ହେବାପରେ ବିଏମ୍‌ସିକୁ ଘାରିଛି ପାଣି ନିଷ୍କାସନ ଚିନ୍ତା

18/07/2018 at 11:06 PM

ଭାସିବା ପରେ ବଢିଲା ଚିନ୍ତା। ବିଏମ୍‌ସିକୁ ଘାରିଛି ପାଣି ନିଷ୍କାସନ ଚିନ୍ତା। ରାଜଧାନୀରେ ୯ କୋଟି ୪୫ ଲକ୍ଷ ବ୍ୟୟରେ ୭ଟି ନୂଆ ଡ୍ରେନ୍‌ ନିର୍ମାଣ କରିବାକୁ ଯୋଜନା କରିଛି ବିଏମସି। ହେଲେ ଏହି ଯୋଜନା ଏବେ ବାଟବଣା‌ ହେବା ନେଇ ଜଳ ଜଳ ଦିଶିଲାଣି। କେଉଁଠି ଜମି ଅଧିଗ୍ରହଣ ସମସ୍ୟା ଆଉ କେଉଁଠି ଆଇନଗତ ସମସ୍ୟା ଦେଖା ଦେଲାଣି।

   Related Posts