Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧ ଲକ୍ଷ କୋଟି ଟପିଲା ଜିଏସ୍‌ଟି ଆଦାୟ, ଗତ ବର୍ଷ ଠାରୁ ବୃଦ୍ଧି ହୋଇଛି ୩୩ %
  • ||
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

ରେଳ ଧାରଣା କଡ଼ରୁ ଦୁଇ ମୃତ ଦେହ ଉଦ୍ଧାର

1/06/2018 at 9:53 PM

ଆଜି ସକାଳୁ ରାଉରକେଲା ପାନପୋଷ ରେଳ ଷ୍ଟେସନ ଠାରୁ ମାତ୍ର 40 ମିଟର ଦୁରରୁ ଜଣେ ଯୁବକ ସହ ଜଣେ ମହିଳାଙ୍କ ଦୁଇଟି ମୃତ ଦେହ ଉଦ୍ଧାର କରିଛି ରାଉରକେଲା ରେଳବାଇ ପୋଲିସ । ଯୁବକଙ୍କ ନାଁ ଆଶିଶ ମହତ ହୋଇଥିବାବଳେ ତାଙ୍କ ଘର ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳରେ ମହିଳାଙ୍କ ବୟସ ୩୫ ରୁ ୪୦ ହୋଇଥିବା ବଳେ ପରିଚ଼ୟ ଜଣାପଡ଼ିନାହିଁ । କେଉଁ ସ୍ଥିତି ଓ ପରିସ୍ଥିତରେ ଏହି ଦୁଇଜଣଙ୍କ ମୃତ ଦେହ ରେଳ ଧାରଣା କଡ଼ରେ ପଢ଼ଥିଲା, ତାହାର ତଦନ୍ତ ରେଳବାଇ ପୋଲିସ କରୁଥିବା ବଳେ ହତ୍ୟା ବୋଲି ମଧ୍ୟ ସଂନ୍ଦେହ ଘେରକୁ ଆସୁଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନା କୁ ଆସିବ ।

Leave a Reply

   Related Posts