Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ରେଭେନ୍ସା ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପରଖିଛନ୍ତି ବିଶ୍ବବ୍ୟାଙ୍କ ନୋଡାଲ୍ ଅଫିସରମାନେ

20/06/2018 at 10:37 PM

ରେଭେନ୍ସା ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ପରଖିଛନ୍ତି ବିଶ୍ବବ୍ୟାଙ୍କ ନୋଡାଲ୍ ଅଫିସରମାନେ। ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ବବିଦ୍ୟାଳଯକୁ ସେଣ୍ଟର ଅଫ୍ ଏକ୍ସେଲେନ୍ସି କରିବାକୁ ଉଦ୍ୟମ କରୁଥିବା ବେଳେ ବିଶ୍ବ ବ୍ୟାଙ୍କକୁ ଆର୍ଥିକ ସହାୟତା ମାଗିଥିଲେ। ତେଣୁ ଆଜି ବିଶ୍ବବ୍ୟାଙ୍କର ନୋଡାଲ୍ ଅଫିସରମାନେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରୋଜେକ୍ଟ ନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ ରେଭେନ୍ସାକୁ ସେଣ୍ଟର ଅଫ୍ ଏକ୍ସେଲେନ୍ସି କରିବା ପାଇଁ ବିଶ୍ବବ୍ୟାଙ୍କକୁ ୬ କୋଟି ଟଙ୍କାର ଆର୍ଥିକ ସହାୟତା ମଗାଯାଇଥିବା ରେଭେନ୍ସା କୁଳପତି ସୂଚନା ଦେଇଛନ୍ତି।

   Related Posts