Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରେଙ୍ଗାଲି ସମବାୟ ସମିତି ଦୁର୍ନୀତିର ଗନ୍ତାଘର

3/07/2018 at 11:11 PM

ରେଙ୍ଗାଲି ସମବାୟ ସମିତି ଦୁର୍ନୀତିର ଗନ୍ତାଘର। ସମ୍ୱଲପୁର ଜିଲ୍ଲାପାଳଙ୍କ ତଦନ୍ତ ପରେବି ଅଭିଯୁକ୍ତ ସମ୍ପାଦକ, ସହ ସମ୍ପାଦକ ଓ ସଭାପତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମବାୟ ସମିତିରେ ୫୦ କୋଟିରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ସମବାୟ ସମିତି ବୋର୍ଡକୁ ଭଙ୍ଗା ଯାଇନାହିଁ।

   Related Posts