Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ରିମାଣ୍ଡ ଅବଧି ସରିବା ପରେ ଜେଲ ହାଜତକୁ ଗଲା ପାଟଣାଗଡ ଗିଫ୍ଟ ବୋମାର ମାଷ୍ଟରମାଇଣ୍ଡ ପୁଞିଲାଲ

7/05/2018 at 9:42 PM

ସରିଛି ପୁଞିଲାଲର ପାଞ୍ଚ ଦିନଆ ରିମାଣ୍ଡ ଅବଧିର ସମୟ। ଆଜି ସକାଳୁ ସ୍ଥାନୀୟ କେନ୍ଦୁଲିଫ ବଙ୍ଗଳାରୁ ପୁଞିଲାଲକୁ ସିଧା ଡାକ୍ତରଖାନା ନେଇ ସ୍ବାସ୍ଥ୍ୟ ପରିକ୍ଷା କରିଥିଲା କ୍ରାଇମବ୍ରାଞ୍ଚ। ସ୍ବାସ୍ଥ୍ୟ ପରୀକ୍ଷା ପରେ ପାଟଣାଗଡ ଏସଡିଜେଏମ କୋର୍ଟରେ ପୁଞିଲାଲକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ସେପଟେ ପୁଞିଲାଲ ଓକିଲ ଜାମିନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲେ ମାନ୍ୟବର କୋର୍ଟ। ଏପଟେ ରାୟପୁରରେ ଡେରା ପକାଇ ଅଟୋଚାଳକ ଓ ରିକ୍ସାଚାଳକଙ୍କୁ ଟ୍ରାକ କରୁଛି କ୍ରାଇମବ୍ରାଞ୍ଚ ।

Leave a Reply

   Related Posts