Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାୟଗଡ଼ାରେ ଡେଙ୍ଗୁ ଆତଙ୍କ, ପୁଣି ୨ଜଣଙ୍କର ପୋଜେଟିଭ

16/06/2018 at 10:52 PM

ବିଭିନ୍ନ ସମୟରେ ବିଭିନ୍ନ ରୋଗକୁ ନେଇ ଚର୍ଚ୍ଚିତ ରାୟଗଡା ଜିଲ୍ଲାରେ ବର୍ତ୍ତମାନ ଦେଖାଦେଇଛି ଡେଙ୍ଗୁ । ବୀରନାରାୟଣପୁର ଗାଁରେ ବ୍ୟାପିଛି ଡେଙ୍ଗୁ। ଗତ 8 ତାରିଖରେ 5 ଜଣଙ୍କ ଦେହରେ ଡେଙ୍ଗୁ ଠାବପରେ ବର୍ତ୍ତମାନ ପୁଣି 2 ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ ଠାବ ହୋଇଛି। ହଲେ ଲୋକଙ୍କୁ ଯେଉଭଳି ସ୍ୱାସ୍ଥ୍ୟ ସେବା ମିଳିବା କଥା ତାହା ସୁଦୁରପରାହତ ପାଲଟିଛି।

   Related Posts