Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତା କଡ଼ରେ ତଟକା ପରିବା

2/05/2018 at 11:03 PM

ରାସ୍ତା କଡ଼ରେ ତଟକା ପରିବା । ବିଲରୁ ନଗଦ ତୋଳା ପରିବା କିଣି ଗ୍ରାହକ ଖୁସ୍ । ଚାଷୀ ବି ନିଜ ଫସଲ ଗ୍ରାହକଙ୍କୁ ବିକ୍ରୀ କରି ଦି ପଇସା ପାଉଛି । ରାଜଧାନୀରୁ ବାଲିପାଟଣା କିମ୍ୱା ବାଲିଅନ୍ତୀ ଯିବା ବାଟରେ ଏହି ତଟକା ପରିବା ଦେଖିବାକୁ ମିଳେ ।

Leave a Reply

   Related Posts