Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ଘଟଣା

28/06/2018 at 10:12 PM

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କରିବାକୁ ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ହେବାନେଇ ରାଷ୍ଟ୍ରପତି ଭବନରୁ କୈଣସି ଚିଠି ଆସିନଥିବା ସୂଚନା ମିଳିବାପରେ ଘଟଣା ବିବାଦିୟ ହୋଇପଡିଛି । ତେବେ ଚିଠି ଆସିନଥିବାବେଳେ ରାଷ୍ଟ୍ରପତି ଭବନ କାର୍ଯ୍ୟଳୟ ତରଫରୁ ଅସନ୍ତୋଷ ପ୍ରକାଶ ପାଇବା ନେଇ ଶ୍ରୀମନ୍ଦିର ପ୍ରଶାନ କିପରି ରିଜୋଲିସନ କଲା ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ବିରୋଧୀ କହିଛନ୍ତି ଏଭଳି ଘଟଣା ସେବାୟତ,ଶ୍ରୀମନ୍ଦିର ଓ ରାଜ୍ୟକୁ ବଦନାମା କରିବା ସହ ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତିଙ୍କୁ ଅଯୋଥା ବିବାଦ ଭିତରକୁ ଟାଣୁଛନ୍ତି ସରକାର । ସେପଟେ ଏହି ପ୍ରସଙ୍ଗରେ ସେବାୟତ ନିଯୋଗ ବଦନାମ ହୋଇଥିବା ଅଭିଯୋଗ କରି ସିଂଘଦ୍ବାର ଥାନାରେ ଏତଲା ଦେଇଛି । ଆଉ ବିଜେଡି କହିଛି ଅଯୋଥା ରାଜନୀତି କରୁଛନ୍ତି ବିରୋଧୀ ।

   Related Posts