ରାଜ୍ୟର ପ୍ରତି ରେଳ ଷ୍ଟେସନରେ ଲାଗିବ ସିସିଟିଭି
20/06/2018 at 10:52 PM

ରେଳ ସୁରକ୍ଷା ନେଇ ବସିଥିବା ବୈଠକ ଶେଷ। ବୈଠକ ପରେ ପୋଲିସ ଡିଜି ଆର୍.ପି ଶର୍ମାଙ୍କ ସୂଚନା। ରାଜ୍ୟର ପ୍ରତି ରେଳ ଷ୍ଟେସନରେ ଲାଗିବ ସିସିଟିଭି। ପ୍ରମୁଖ ଷ୍ଟେସନ ଗୁଡିକରେ ପ୍ରବେଶ ଓ ପ୍ରସ୍ଥାନ ପଥରେ ଲାଗିବ ଲଗେଜ୍ ସ୍କାନର ମେସିନ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮ଟି ସ୍ଥାନରେ ରେଲୱେ ଷ୍ଟେସନରେ ଲାଗିଛି ଲଗେଜ୍ ସ୍କାନର ମେସିନ୍। ୮ଟି ରେଲୱେ ଷ୍ଟେସନ – ଭୁବନେଶ୍ବର, କଟକ, ଭଦ୍ରକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021