Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ରାଜଧାନୀ ନିକଟ ପଳାଶୁଣୀରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା

10/05/2018 at 9:39 PM

ରାଜଧାନୀ ନିକଟ ପଳାଶୁଣୀରେ ଯୁବକଙ୍କୁ ଛୁରି ଭୁଶି ହତ୍ୟା କରିଛନ୍ତି ଦୁର୍ବୁତ । ମଦ ଦୋକାନ ନିକଟରେ ଯୁବକକୁ ହତ୍ୟା କରି ଫେରାର୍ ହୋଇଯାଇଛନ୍ତି ଦୁର୍ବୁତ । ଯୁବକ ଜଣକ ହେଲେ ଧୋବା । ତାଙ୍କ ଘର ନୟାଗଡ ଅଞ୍ଚଳରେ । ସେ ପଳାଶୁଣିର ଏକ ବସ୍ତିରେ ରହୁଥିଲେ । ପଳାଶୁଣିରେ ଥିବା ମଦ ଦୋକାନ ଏବଂ ପାଖ ପାନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜାଞ୍ଚ୍ କରୁଛି କମିଶନରେଟ୍ ପୋଲିସ । ମଦ ପିଇବାକୁ ନେଇ ଗଣ୍ଡଗୋଳ ଯୋଗୁଁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

   Related Posts