Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ରାଜଧାନୀ ଇନଫୋସିଟି ଥାନା ଚିରଗୁଲଟାଲା ବସ୍ତିରୁ ଦୁଇ ଶିଶୁ ନିଖୋଜ

23/06/2018 at 11:45 PM

ରାଜଧାନୀ ଇନଫୋସିଟି ଥାନା ଚିରଗୁଲଟାଲା ବସ୍ତିରୁ ଦୁଇ ଶିଶୁ ନିଖୋଜ। ୮ ଦିନ ହେଲା ଶିଶୁଙ୍କ ପତ୍ତା ପାଉନି ପୋଲିସ। ପିଲା ଚୋରିକୁ ନେଇ ଆତଙ୍କିରେ ପରିବାର। ଦୁଇ ଶିଶୁଙ୍କ ନାଁ ଦେବଯାନୀ ଏବଂ ରାଜା। ଏହି ଘଟଣାକୁ ନେଇ ରାଜଧାନୀରେ ପିଲାଚୋରର ଭୟ ସୃଷ୍ଟି ହୋଇଛି।

   Related Posts