ରାଜଧାନୀରେ ହତ୍ୟାକାଣ୍ଡ
14/06/2018 at 12:01 AM

ରାଜଧାନୀରେ ହତ୍ୟାକାଣ୍ଡ। ଅଭିଯୋଗ ଆସିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ତାରିଣୀ ବସ୍ତି ଅଞ୍ଚଳରୁ । ମୃତକ ହେଲେ ରମେଶ ସାହୁ। କେହି ଦୁର୍ବୁତ ହତ୍ୟା କରି ରେଳ ଲାଇନ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ପରକ୍ରୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି। ପୋଲିସର ତଦନ୍ତ ଜାରି। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021