Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଚାକିରୀ ଦେବା ନାଁରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଠକେଇ

10/06/2018 at 12:06 AM

ରାଜଧାନୀରେ ଚାକିରୀ ଦେବା ନାଁରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଠକେଇ। ଠକେଇକୁ ଧରିଛି କମିଶନରେଟ୍‌ର ସ୍ପେଶାଲ ସ୍କ୍ୱାର୍ଡ। ଏମିତି ଏକ ଠକେଇ ଚାଲିଥିଲା ସହୀଦ ନଗର ଥାନା ଅଞ୍ଚଳ କୋରଡ଼କଣ୍ଟାରେ । ବିଭିନ୍ନ ଖବରକାଗଜରେ ଏହି ଅଫିସ ପକ୍ଷରୁ ଦିଆଯାଉଥିଲା ଅଡଭାଇଟାଇଜମେଣ୍ଟ୍ ।

Leave a Reply

   Related Posts