ରାଜଧାନୀରେ ଚାକିରୀ ଦେବା ନାଁରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଠକେଇ
10/06/2018 at 12:06 AM

ରାଜଧାନୀରେ ଚାକିରୀ ଦେବା ନାଁରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଠକେଇ। ଠକେଇକୁ ଧରିଛି କମିଶନରେଟ୍ର ସ୍ପେଶାଲ ସ୍କ୍ୱାର୍ଡ। ଏମିତି ଏକ ଠକେଇ ଚାଲିଥିଲା ସହୀଦ ନଗର ଥାନା ଅଞ୍ଚଳ କୋରଡ଼କଣ୍ଟାରେ । ବିଭିନ୍ନ ଖବରକାଗଜରେ ଏହି ଅଫିସ ପକ୍ଷରୁ ଦିଆଯାଉଥିଲା ଅଡଭାଇଟାଇଜମେଣ୍ଟ୍ ।
Related Posts
ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
26 February 2021
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
26 February 2021