Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜଧାନୀରେ କାୟା ମେଲାଇଛି ବ୍ରାଉନ ସୁଗାର

29/07/2018 at 7:18 AM

ରାଜଧାନୀରେ କାୟା ମେଲାଇଛି ବ୍ରାଉନ ସୁଗାର | ବସ୍ତି ଅଂଚଳ ପାଲଟିଛି ଧଳା ଚୁନା ବେପାର ର ପେଣ୍ଠ ସ୍ଥଳ | ମାସକ ଭିତରେ ଚାରିଟି ବଡ ରାକେଟ ଧରି ସାରିଲାଣି ପୋଲିସ | ହେଲେ ଏଇ ପର୍ଯ୍ୟନ୍ତ ଧାରା ପଡୁନି କିଙ୍ଗ ବିଙ୍ଗ | କେଉଁଠୁ କୋଉ ରୁଟରେ ରାଜଧାନୀକୁ ବ୍ରାଉନ ସୁଗାର ଆସୁଛି କିଏ ଏହାର ମାଷ୍ଟ୍ରମାଇଣ୍ଡ ତାହା ଖୋଜିକି ବାହାର କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି |

   Related Posts