ରାଉରକେଲା ସ୍ମାର୍ଟ ସିଟିରେ ଚାଲିଛି ନିମ୍ନ ଧରଣର ସ୍ୱରେଜ କାମ
16/07/2018 at 11:16 PM

ଇସ୍ପାତ ସହର ରାଉରକେଲା ସ୍ମାର୍ଟ ସିଟି ଘୋଷଣା ହେବା ପରେ ସହରକୁ ସ୍ମାର୍ଟ କରିବା ପାଇଁ ଆରମ୍ଭ ହୋଇଯାଇଛି ସ୍ୱୋରେଜ କାମ । ଆଉ ଏହି କାମ ଠିକା ସଂସ୍ଥା ଏଲ.ଏନ୍.ଟି କୁ ଦିଆଯାଇଥିବା ବଳେ ଠିକା ସଂସ୍ଥା ଏଲ.ଏନ୍.ଟି ନିଜେ କାମ ନକରି କାମ କରିବାକୁ ଦେଇଛି ଛୋଟ ଛୋଟ ଠିକାଦାର ମାନଙ୍କୁ ଯାହା ଫଳରେ କାମ ନିମ୍ନ ଧରଣର ହେବା ସହ ମନଇଛା କାମ କରୁଥିବାର ଅଭିଯୋଗ ଆସିଛି । ଏମିତିକି କାମ ସାରି ମାଟି ମଧ୍ୟ ଉଠାଉନାହାନ୍ତି । କହିଲେ କେହି ଶୁଣୁନାହାନ୍ତି । ଠିକା ସଂସ୍ଥା , ପ୍ରଶାସନ, ବିଭାଗୀୟ ଅଧତ୍କାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ରାଉରକେଲାର ସ୍ୱୋରେଜ କାମ ।
Related Posts
କ୍ୟାବିନ୍ରେ ଚାଲିଥିଲା ଗଞ୍ଜେଇ କାରବାର, ଅବକାରୀ ବିଭାଗର ଅତର୍କିତ ଚଢ଼ାଉ
22 January 2021