Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ରାଉରକେଲାରେ ୬୦୦ ପ୍ୟାକେଟ ବ୍ରାଉନ ସୁଗର ଜବତ

13/06/2018 at 12:57 AM

ଗତ କାଲି ସଂଧ୍ୟାରେ ରାଉରକେଲା ପ୍ଲାଣ୍ଟ୍‌ସାଇଟ୍ ପୋଲିସ , ପ୍ଲାଣ୍ଟ୍‌ଟସାଇଟ୍ ଥାନା ଅଞ୍ଚଳରୁ ୬୦୦ ପ୍ୟାକେଟ ବ୍ରାଉନ ସୁଗର ଜବତ କରିବା ସହ ଜଣେ ମହିଳାଙ୍କୁ ଅଟକ ରଖତ୍ଛି । ଜବତ ହୋଇଥତ୍ବା ବ୍ରାଉନ ସୁଗରର ଦାମ୍ ଲକ୍ଷାଧତ୍କ ଟଙ୍କା ହୋଇଥିବା ବଳେ ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଅଟକ ରଖଛନ୍ତି। ଥାନାରେ ଅଟକ ଥିବା ମହିଳା ଅନେକ ଦିନ ହଲା ଏହି ବ୍ରାଉନ ସୁଗର ବେପାରରେ ସାମିଲ ଥିବା ବଳେ ପୋଲିସ ପାଖରେ ଖବର ଥିଲା । ପୋଲିସ ଏହି ମହିଳାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ପରେ ବ୍ରାଉନ୍ ସୁଗର ସହ ମହିଳାଙ୍କ ଧରି ଥାନାରେ ଅଟକ ରଖିଛନ୍ତି । ପୋଲିସ ମହିଳାଙ୍କ ନା ସହ ପରିଚୟ ପ୍ରକାଶ କରି ନଥିବା ବଳେ ଥାନାରେ ଅଟକ ଥିବା ମହିଳା ଜଣେ ପ୍ରଭାବଶାଳୀ ବୋଲି ଜଣାପଢ଼ବା ସହ ତାଙ୍କର ରାଜନୈତିକ ସଂପର୍କ ରହିଥିବାର ଜଣାପଢ଼ୁଛି ।

   Related Posts