Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ରାଉରକେଲାରେ ମୈ।ସିମୀ ବର୍ଷା

27/06/2018 at 9:32 PM

ଗତ କାଲି ବିଳମ୍ବିତ ରାତିରୁ ଲଗାତାର ମୈ।ସିମୀ ବର୍ଷା ରାଉରକେଲା ସହରରେ ବର୍ଷିବାରୁ ରାଉରକେଲା ସହରର ତଳିଆ ଅଂଚଳ ବସବାସ କରୁଥିବା ଲୋକମାନଙ୍କ ଘରେ ପାଣି ପଶିଯିବା ସହ ଅନେକ ମାଟି ଘର ଭାଙ୍ଗିଯାଇଛି। ସହରର ମାଲ ଗୋଦାମ, ଗୋପବନ୍ଧୁପଲ୍ଲୀ, କଳିଙ୍ଗ ବିହାର ରେଲଓ୍ୱେ କଲୋନୀର ଏଦୃଶ୍ୟ । ୩ ଘଣ୍ଟାର ଲଗାତର ବର୍ଷାରେ ଜଳବନ୍ଦୀ ଏ ଅଚଂଳ । କିନ୍ତୁ ପ୍ରଶାସନର ଏଥତ୍ ପ୍ରତି ଦୃଷ୍ଟି ନାହିଁ। ପ୍ରଶାସନିକ ଅଧତ୍କାରୀ ବର୍ଷା ଚାଢ଼ିବା ପରେ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଅଚଂଳ ପରିଦର୍ଶନ କରିଛନ୍ତି। କିନ୍ତୁ କ୍ଷତିଗ୍ରସ୍ତ ଲୋକଙ୍କ କହିବା କଥାଯେ ପ୍ରତିବର୍ଷ ବର୍ଷାରେ ଏପରି ପରିସ୍ଥିତି ହୁଏ ସରକାରୀ ବାବୁ ମାନେ ଆସନ୍ତି ପ୍ରତିଶୃତି ଦେଇ ଚାଲି ଯାଆନ୍ତି କିନ୍ତୁ ସ୍ଥାୟୀ ବ୍ୟବସ୍ଥା କରୁନାହାନ୍ତି । ଯାହା ଫଳରେ ସହରର ତଳିଆ ଅଚଂଳର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।

   Related Posts