ରାଉରକେଲାରେ ଗଢ଼ି ଉଠିଛି ବେଆଇନ୍ ଭାବରେ ହୋଟେଲ
24/05/2018 at 6:32 PM

ଇସ୍ପାତ ନଗରୀ ରାଉରକେଲାରେ ବେଆଇନ୍ ଭାବରେ ଗଢ଼ି ଉଠିଛି ଅନେକ ହୋଟେଲ । କିଏ ସରକାରୀ ଜମିକୁ ଜବରଦଖର କରି ନିର୍ମାଣ କରିଛି ହୋଟେଲ ତ ଆଉ କିଏ ରେଲଓ୍ୱେ ଜମିରେ ଛିଢ଼।କରିଛି ନାମି ଦାମି ହୋଟେଲ । ପ୍ରଭାବଶାଳୀ ବ୍ୟକ୍ତି, ପ୍ରଶାସନିକ ଅଧତ୍କାରୀ, ନେତାଙ୍କ ମଧୁ ଚନ୍ଦ୍ରିକା ସମ୍ପର୍କ ଯୋଗୁଁ ବେଧଢ଼କରେ ସରକାରୀ ଜମିକୁ ଜବର ଦଖଲ କରି ଚାଲିଛି ହୋଟେଲ ବେପାର। ଅନ୍ୟ ପଟେ ଏହି ବେପାରରୁ ଟଙ୍କାଟିଏ ହଲେ ଯାଉନାହିଁ ରାଜ୍ୟ ରାଷକୋଷକୁ ।
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021