Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ରାଉରକେଲାରେ ଅଗ୍ନୀଶ୍ରମ ବିଭାଗର ଫାୟାର ସେଫ୍ଟି ଯାଞ୍ଚ

21/06/2018 at 10:53 PM

ରାଉରକେଲା ସହରର ବିଭିନ୍ନ ସପିଙ୍ଗ ମହଲ, ହୋଟେଲ , ରେଷ୍ଟୁରାଂଟ, ସିନେମା ହଲ , କଲାୟାଣ ମଣ୍ଡପ ମାନଙ୍କରେ ଓଡ଼ଶା ଫାୟାର ସେଫ୍ଟି ନିୟମ ଅନୁସାରେ ଅଗ୍ନୀଶ୍ରମ ବିଭାଗ ପକ୍ଷରୁ ଫାୟାର ସେଫ୍ଟି ଯାଞ୍ଚ କରାଯାଇଛି । ଫାୟାର ସେଫ୍ଟି ଯାଞ୍ଚ ପାଇଁ ପୁର୍ବରୁ ଏହି ଅନୁଷ୍ଠାନ ମାନଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇଥିଲା। ଲିଖିତ ଚିଠି ଅନୁସାରେ ଆଜି ଅଗ୍ନୀଶ୍ରମ ବିଭାଗ ୧୪ ଟିମ୍ ଗଠନ କରି ଏକାଥରକେ ୨୮ ଗୋଟି ସ୍ଥାନରେ ଫାୟାର ସେଫ୍ଟି ଯାଞ୍ଚ କରିଛି । ଅନେକ ବ୍ୟବସାୟ ପ୍ରତିଷ୍ଠାନରେ ଫାୟାର ସେଫ୍ଟିକୁ ଠିକ୍ ଭାବରେ ପାଳନ କରାଯାଇ ନଥିବାରୁ ସେମାନଙ୍କୁ ନୋଟିସ ଜାରି କରାଯିବ। ଯଦି ନୋଟିସ ଜାରି କଲା ପରେ ଫାୟାର ସେଫ୍ଟିର ସୁ ବ୍ୟବସ୍ଥା ନକରୁଛନ୍ତି, ତାହଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚିଫ ଫାୟାର ଅଫିସର। ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କର ଫାୟାର ସେଫ୍ଟି ଠିକ୍ ନଥିବା ସହ କିଛି ଅବ୍ୟବସ୍ଥାକୁ ଉଲ୍ଲେଖ କରିଛି ଫାୟାର ସେଫ୍ଟି ଟିମ୍ ଯାହାକୁ ବ୍ୟବସାୟ ପ୍ରତିଷ୍ଠାନର କତୃପକ୍ଷ ସ୍ୱୀକାର କରିବା ସହ ତୁରନ୍ତ ସୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

   Related Posts