Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ରଥଯାତ୍ରା ପାଇଁ ଚଳଚଞ୍ଚଳ ବଲାଙ୍ଗୀର, ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

11/07/2018 at 9:22 PM

ରାତି ପାହିଲେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୂ ଭକ୍ତଙ୍କୁ। ଆଉ ପରଦିନ ବାହାରିବେ ମାହୁସି ଘରକୁ । ସବୁଠି ଏବେ ଘୋଷ ଯାତ୍ରା ପାଇଁ ଚଳଞ୍ଚଳ ହୋଇପଡିଥିବା ବେଳେ ବଲାଙ୍ଗୀର ସହର ମଧ୍ୟ ଦେଖଦେଇଛି ବେଶ ତତ୍ପରତା। ରଥ ରଙ୍ଗ କାମ ଠାରୁ ଆରମ୍ଭ କରି ମନ୍ଦୀର ସଫାସୁତୁରା କରିବା ରେ ବ୍ୟସ୍ତ କାରିଗର। ଆଉ ଗୋଟିଏ ପଟେ ଦଶ ଦିନ ଧରି ମାଉସି ଘରେ ଦଶ ଅବତାର ପାଇଁ ମଧ୍ୟ କରାଯାଉଛି ପ୍ରସ୍ତୁତି। ତେବେ ପ୍ରତି ବର୍ଷ ବଲାଙ୍ଗୀର ସହରରେ ରଥ ଟଣା ବେଳେ ଦେଖାଦେଇଥାଏ ବିଦ୍ୟୁତ ତାର ର ଅବ୍ୟବସ୍ଥା। ଘଣ୍ଟା ଘଣ୍ଟା ଧରି ରଥ ଟଣା ଅଟକିବା ସହ ବିଭିନ୍ନ ସ୍ଥାନରେ ରଥ ଚୁଳ ପଡିବା ମଧ୍ୟ ରହିଛି ନମୁନା । ଚଳିତ ବର୍ଷ ସେଭଳି କିଛି ଅସୁବିଧା ନ ହେବା ପାଇଁ ପ୍ରଶାସନ କୁ ଜଣାଇଥିବା ବେଳେ ଜିଲ୍ଳା ପାଳ କହିଛନ୍ତି ଠିକ ଠାକ ଓ ସୁରୁଖୁରରେ ହେବ ରଥ ଟଣା।

   Related Posts