ରଥଯାତ୍ରାବେଳେ ରହିବ ସୁପ୍ରିମକୋର୍ଟଙ୍କ କଟକଣା : ସେବାୟତ ଆଦାୟ କରିପାରିବେ ନାହିଁ କୌଣସି ଦାନ ଅର୍ଥ
9/07/2018 at 11:07 PM

ସୁପ୍ରିମକୋର୍ଟଙ୍କ ଦାନ ଅର୍ଥ ଆଦାୟ ଉପରେ କଟକଣା ଲଗାଇବା ପରେ ରଥଯାତ୍ରାରେ ଏହାକୁ କଡ଼ାକଡ଼ି ଲାଗୁ କରାଯିବ। କୌଣସି ସେବାୟତ ଦର୍ଶନାର୍ଥୀଙ୍କ ଠାରୁ କୌଣସି ପ୍ରକାରର ଦାନ ଅର୍ଥ ରଥଯାତ୍ରା ସମୟରେ ମଧ୍ୟ ଆଦାୟ କରି ପାରିବେ ନାହିଁ। ଗୁଣ୍ତିଚାଘରେ ରଥ ରହିବା ପରେ ରଥ ଚାରିପାଖରେ ୧୨ ଟି ହୁଣ୍ତିର ବ୍ୟବସ୍ଥା ସହ ଗୁଣ୍ତିଚା ଘରେ ମଧ୍ୟ ୬ ଟି ବା ଦାନବାକ୍ସର ବ୍ୟବସ୍ଥା କରାଯିବ। ଦର୍ଶନାର୍ଥୀ ଭକ୍ତମାନେ ନିଜ ଇଛାନୁଯାୟୀ ହୁଣ୍ତି କିମ୍ୱା ଦାନବାକ୍ସରେ ଦାନ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
Related Posts
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021