Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରଥଯାତ୍ରାବେଳେ ରହିବ ସୁପ୍ରିମକୋର୍ଟଙ୍କ କଟକଣା : ସେବାୟତ ଆଦାୟ କରିପାରିବେ ନାହିଁ କୌଣସି ଦାନ ଅର୍ଥ

9/07/2018 at 11:07 PM

ସୁପ୍ରିମକୋର୍ଟଙ୍କ ଦାନ ଅର୍ଥ ଆଦାୟ ଉପରେ କଟକଣା ଲଗାଇବା ପରେ ରଥଯାତ୍ରାରେ ଏହାକୁ କଡ଼ାକଡ଼ି ଲାଗୁ କରାଯିବ। କୌଣସି ସେବାୟତ ଦର୍ଶନାର୍ଥୀଙ୍କ ଠାରୁ କୌଣସି ପ୍ରକାରର ଦାନ ଅର୍ଥ ରଥଯାତ୍ରା ସମୟରେ ମଧ୍ୟ ଆଦାୟ କରି ପାରିବେ ନାହିଁ। ଗୁଣ୍ତିଚାଘରେ ରଥ ରହିବା ପରେ ରଥ ଚାରିପାଖରେ ୧୨ ଟି ହୁଣ୍ତିର ବ୍ୟବସ୍ଥା ସହ ଗୁଣ୍ତିଚା ଘରେ ମଧ୍ୟ ୬ ଟି ବା ଦାନବାକ୍ସର ବ୍ୟବସ୍ଥା କରାଯିବ। ଦର୍ଶନାର୍ଥୀ ଭକ୍ତମାନେ ନିଜ ଇଛାନୁଯାୟୀ ହୁଣ୍ତି କିମ୍ୱା ଦାନବାକ୍ସରେ ଦାନ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

   Related Posts