ଯୌତୁକ ଜୁଇରେ ପୁଣି ଜଣେ ବୋହୁ
12/07/2018 at 11:10 PM

ତିନି ଦିନର ସଂଗ୍ରାମ ପରେ ଶେଷରେ ଆଖି ବୁଜିଲେ ବେଗୁନିଆ ଡିଙ୍ଗର ଗ୍ରାମର ବୋହୁ ଚନ୍ଦ୍ରକାନ୍ତି ବାରିକ । ସେପଟେ ବେଗୁନିଆ ପୋଲିସ ଏକ ହତ୍ୟା ମକଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଏନେଇ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ତବେ ମୃତ୍ୟୁ ପୂର୍ବରୁ ଚନ୍ଦ୍ରକନ୍ତିଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଶୁଣନ୍ତୁ ମୃତ୍ୟୁ ପୁର୍ବରୁ କଣ କହୁଛନ୍ତି ଚନ୍ଦ୍ରକାନ୍ତି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021